କର୍କଟ
କର୍କଟ —
ଉଚ୍ଚାରଣ: Karkaṭa
(କର୍କଟୀ—ସ୍ତ୍ରୀ)
ସଂ. ବି. (କର୍କ ଧାତୁ=ହାସ୍ୟ କରିବା+କର୍ତ୍ତୃ. ଅଟ) —
୧: ପୁଂ. କଙ୍କଡ଼ା —୧. Male crab.
୨: କର୍କଟ ରାଶି — ୨. The Cancer; a sign of the zodiac.
୪: କକଡ଼ା ବା ଶ୍ରାବଣ ମାସ — ୪. The solar month of Ṡrābaṇa.
୫: ଏକଜାତୀୟ କର୍କଶ ଶବ୍ଦକାରୀ ଜଳଚର ପକ୍ଷୀ; ଗେଣ୍ଡାଳିଆ ପକ୍ଷୀ —୪. The Numidian crane; Demioselle; Hypothymis Azurra.
[ଦ୍ର—ଏହା ଦେଖିବାକୁ ସୁନ୍ଦର କିନ୍ତୁ ଏହାର ସ୍ବର ବଡ଼ କର୍କଶ]
୫: ଧଳାଫୁଟୀ ଓ ତହିଁର ଲତା —୫. The white melon creeper and its fruit.
୬: ପଦ୍ମକନ୍ଦ; ପଦ୍ମମୂଳ —୬. The root of the lotus plant.
ଦେ. ବି—(ସଂ. କିର୍କୋଟକ)
କର୍କୋଟକ (ଦେଖ) Karkoṭaka (See)
ଶ୍ବେତ ନାଗ ଯେ କୃର୍କଟ ସମ୍ଭାଇ ସୃତଳ ପ୍ରଳୟ ତେବେ ସେ ହୋଇ ପ୍ରାଚୀ. ପରଚେଗୀତା
୭: ତରାଜୁକାଠିର ବକ୍ରାଗ୍ର—(ୟହିଁରୁ ପଲାର ଦଉଡ଼ା ଝୁଲାଯାଏ) —୭. The curved end of the beam of a balance from which the strings supporting the scalepan are suspended. (M.W.)
୮: ଏକପ୍ରକାର ଜ୍ବରରୋଗ — ୮. A kind of fever. (M.W.)
୯: ରତିବନ୍ଧବିଶେଷ — ୯. A kind of coitus. (M.W.)
୧: (ବୈଦିକ) ଅସାଦ୍ଦ୍ୟ ବ୍ରଣବିଶେଷ —୧୦. Cancer.
୧୧: କାକୁଡ଼ି —୧୧. Cucumber; Cucumis Utilissimus (M.W.)
୧୧: କରମୁଦ୍ରାବିଶେଷ —୧୧. A particular pose of the hand (M.W.)