କର୍କଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍କଟ
ଉଚ୍ଚାରଣ: Karkaṭa
(କର୍କଟୀ—ସ୍ତ୍ରୀ)

ସଂ. ବି. (କର୍କ ଧାତୁ=ହାସ୍ୟ କରିବା+କର୍ତ୍ତୃ. ଅଟ) —

୧: ପୁଂ. କଙ୍କଡ଼ା —୧. Male crab.

୨: କର୍କଟ ରାଶି — ୨. The Cancer; a sign of the zodiac.

୪: କକଡ଼ା ବା ଶ୍ରାବଣ ମାସ — ୪. The solar month of Ṡrābaṇa.

୫: ଏକଜାତୀୟ କର୍କଶ ଶବ୍ଦକାରୀ ଜଳଚର ପକ୍ଷୀ; ଗେଣ୍ଡାଳିଆ ପକ୍ଷୀ —୪. The Numidian crane; Demioselle; Hypothymis Azurra.

[ଦ୍ର—ଏହା ଦେଖିବାକୁ ସୁନ୍ଦର କିନ୍ତୁ ଏହାର ସ୍ବର ବଡ଼ କର୍କଶ]

୫: ଧଳାଫୁଟୀ ଓ ତହିଁର ଲତା —୫. The white melon creeper and its fruit.

୬: ପଦ୍ମକନ୍ଦ; ପଦ୍ମମୂଳ —୬. The root of the lotus plant.

ଦେ. ବି—(ସଂ. କିର୍କୋଟକ)

କର୍କୋଟକ (ଦେଖ) Karkoṭaka (See)

ଶ୍ବେତ ନାଗ ଯେ କୃର୍କଟ ସମ୍ଭାଇ ସୃତଳ ପ୍ରଳୟ ତେବେ ସେ ହୋଇ ପ୍ରାଚୀ. ପରଚେଗୀତା

୭: ତରାଜୁକାଠିର ବକ୍ରାଗ୍ର—(ୟହିଁରୁ ପଲାର ଦଉଡ଼ା ଝୁଲାଯାଏ) —୭. The curved end of the beam of a balance from which the strings supporting the scalepan are suspended. (M.W.)

୮: ଏକପ୍ରକାର ଜ୍ବରରୋଗ — ୮. A kind of fever. (M.W.)

୯: ରତିବନ୍ଧବିଶେଷ — ୯. A kind of coitus. (M.W.)

୧: (ବୈଦିକ) ଅସାଦ୍ଦ୍ୟ ବ୍ରଣବିଶେଷ —୧୦. Cancer.

୧୧: କାକୁଡ଼ି —୧୧. Cucumber; Cucumis Utilissimus (M.W.)

୧୧: କରମୁଦ୍ରାବିଶେଷ —୧୧. A particular pose of the hand (M.W.)