କର୍ଚାଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଚାଲି
ଉଚ୍ଚାରଣ: Karchāli

ପ୍ରାଦେ. (ସମ୍ବଲପୁର) ବି —

ଲଙ୍ଗଳ ଲୁହାକୁ ଶକ୍ତ କରି ବସାଇବା ପାଇଁ ଲଙ୍ଗଳ ମୁଣ୍ଡାରେ ମରାଯିବା ଲୁହାଖିଲ — Pins or nails attached to the plough- blade to tighten the ploughshare.