କର୍ଚ୍ଚୂର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଚ୍ଚୂର
ଉଚ୍ଚାରଣ: Karchchūra

ସଂ. ବି (କର୍ଚ୍ଚ ଧାତୁ=ଦୁଃଖ ଦେବା+କର୍ମ. ଊର) —

୧: ସ୍ବର୍ଣ୍ଣ —୧. Gold.

୨: ହରିତାଳ —୨. Yellow orpiment.

୩: ଗନ୍ଧସାର; ଚନ୍ଦନ —୩. The sandal wood.

ସଂ. ବିଣ —

ବିଚିତ୍ର ବର୍ଣ୍ଣବିଶିଷ୍ଟ; କର୍ଚ୍ଚୁର —Rainbow-coloured; multicoloured.