କର୍ଚ୍ଚୂର
ଦେଖଣା
କର୍ଚ୍ଚୂର —
ଉଚ୍ଚାରଣ: Karchchūra
ସଂ. ବି (କର୍ଚ୍ଚ ଧାତୁ=ଦୁଃଖ ଦେବା+କର୍ମ. ଊର) —
୧: ସ୍ବର୍ଣ୍ଣ —୧. Gold.
୨: ହରିତାଳ —୨. Yellow orpiment.
୩: ଗନ୍ଧସାର; ଚନ୍ଦନ —୩. The sandal wood.
ସଂ. ବିଣ —
ବିଚିତ୍ର ବର୍ଣ୍ଣବିଶିଷ୍ଟ; କର୍ଚ୍ଚୁର —Rainbow-coloured; multicoloured.