କର୍ଣ୍ଣଗୋଚର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣଗୋଚର
ଉଚ୍ଚାରଣ: Karṇṇagochara

ସଂ. ବିଣ. (୬: ଷ୍ଠୀ ତତ୍; କର୍ଣ୍ଣ+ଗୋଚର) —

୧: ୟାହା ଶୁଣାଯାଇ ପାରେ; କର୍ଣ୍ଣର ଅଦୂର— ବର୍ତ୍ତୀ —୧. Within hearing.

୨: ଶ୍ରବଣଯୋଗ୍ୟ; ଶ୍ରୁତିଗୋଚର — ୨. Perceptible to the ear; audible.

୩: ଶୁଣାଯିବା (ବିଷୟ) — ୩. Coming to one's knowledge through the ears; reaching the ears.