କର୍ଣ୍ଣମୂଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣମୂଳ
ଉଚ୍ଚାରଣ: Karṇṇamūḻa

ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+ମୂଳ) —

କାନ ମୁଣ୍ଡା; କର୍ଣ୍ଣର ମୂଳଦେଶ —The root of the ear; the part of the face between the ear and the cheek.