କର୍ଣ୍ଣଶୂଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣଶୂଳ
ଉଚ୍ଚାରଣ: Karṇṇaṡaskūḻī

ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+ଶୂଳ) —

କାନବିନ୍ଧା ରୋଗ — Ear-ache; Otalgia.

ସଂ. ବିଣ. (ଲକ୍ଷଣାର୍ଥ) —

କର୍ଣ୍ଣକଟୁ; ଶୁଣିବାକୁ ଅପ୍ରୀତିକର — Unpleasent to the ear.

କର୍ଣ୍ଣଶୂଳ ମଣିବ ସେ ସେ ସ୍ତୁତି—ରାଧାନାଥ ମହାୟାତ୍ରା