କର୍ଣ୍ଣାଟିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣାଟିକ
ଉଚ୍ଚାରଣ: Karṇṇāṭika

ସଂ. ବିଣ (କର୍ଣ୍ଣାଟ+ସମ୍ବନ୍ଧାର୍ଥେ. ଇକ) —

କର୍ଣ୍ଣାଟସମ୍ବନ୍ଧୀୟ — Relating to the Karnataka country.