କର୍ଣ୍ଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣୀ
ଉଚ୍ଚାରଣ: Karṇṇī
(କର୍ଣ୍ଣିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; ୧: ମା.୧: ବ) —

୧: କର୍ଣ୍ଣବିଶିଷ୍ଟ —୧. Having ears.

୨: ଲମ୍ବକର୍ଣ୍ଣଯୁକ୍ତ —୨. Long-eared.

୩: କର୍ଣ୍ଣସମ୍ବନ୍ଧୀୟ —୩. Relating to the ear.

୪: କୁଟଳାବୟବଯୁକ୍ତ ଶରରବିଶେଷ — ୪. A kind of arrow.

୫: ସପ୍ତବର୍ଣ୍ଣ ପର୍ବତ ଅନ୍ତର୍ଗତ ପର୍ବତବିଶେଷ — ୫. Name of a mythological mountain.

୬: ବେକରେ କାନ ପାଖ ଅଂଶ — ୬. The part of the neck near the ear.

ସଂ. ବି. (ଏହାର ଲମ୍ବ କର୍ଣ୍ଣ ଥିବାରୁ) —

ଗଧ — The Ass.