କର୍ଣ୍ଣେଜପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣେଜପ
ଉଚ୍ଚାରଣ: Karṇṇejapa

ସଂ. ବିଣ. (ଅଲୁକ୍ ସମାସ୍; କର୍ଣ୍ଣେ=କାନରେ+ଜପ ଧାତୁ =ପୁନଃ ପୁନଃ ଉଚ୍ଚାରଣ କରିବା+କର୍ତ୍ତୃ. ଅ) —

୧: କାନକୁହା; ଖଚୂଆ; କୁପରାମର୍ଶଦାତା — ୧. Traducer; whisperer; informer; back- biter; talebearer.

୨: ଗୋଇନ୍ଦା —୨. A detective.