କର୍ତ୍ତନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତନୀ
ଉଚ୍ଚାରଣ: Karttaṇī

ସଂ. ବି. ସ୍ତ୍ରୀ. (କୃତ ଧାତୁ=ଛେଦନ କରିବା+କରଣ ଅନ+ ସ୍ତ୍ରୀ. ଈ) —

୧: କତୁରୀ — ୧. A pair of scissors.

୨: କାଟିବା ଯନ୍ତ୍ର —୨. A cutting instrument.