କର୍ତ୍ତବ୍ଯବବିମୂଢ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତବ୍ୟବବିମୂଢ଼
ଉଚ୍ଚାରଣ: Karttabyabimūṟḍ̠ẖa
(କର୍ତ୍ତବ୍ୟବିମୂଢ଼ା—ସ୍ତ୍ରୀ)

ସଂ. ବିଣ. ପୁଂ. (୭: ମୀ ତତ୍; କର୍ତ୍ତବ୍ୟ+ବିମୂଢ଼) —

କର୍ତ୍ତବ୍ୟଜ୍ଞାନଶୂନ୍ୟ; କିଂକର୍ତ୍ତବ୍ୟବିମୂଢ଼; ଯେଉଁ ବ୍ୟକ୍ତି କଅଣ କରିବ ତାହା ସ୍ଥିର କରି ନ ପାରେ —Hopelessly confounded; not knowing what to do.