କର୍ତ୍ତିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତିତ
ଉଚ୍ଚାରଣ: Karttita

ସଂ. ବିଣ. (କୃତ୍ ଧାତୁ=କାଟିବା+କର୍ମ. ତ) —

୧: ଛେଦିତ; ୟାହା କଟା ଯାଇ ଅଛି; ଛିନ୍ନ —୧. Cut.

୨: ବାଦ ଦିଆଯାଇଥିବା —୨. Deducted.