କର୍ତ୍ତିତ
ଦେଖଣା
କର୍ତ୍ତିତ —
ଉଚ୍ଚାରଣ: Karttita
ସଂ. ବିଣ. (କୃତ୍ ଧାତୁ=କାଟିବା+କର୍ମ. ତ) —
୧: ଛେଦିତ; ୟାହା କଟା ଯାଇ ଅଛି; ଛିନ୍ନ —୧. Cut.
୨: ବାଦ ଦିଆଯାଇଥିବା —୨. Deducted.
କର୍ତ୍ତିତ —
ଉଚ୍ଚାରଣ: Karttita
ସଂ. ବିଣ. (କୃତ୍ ଧାତୁ=କାଟିବା+କର୍ମ. ତ) —
୧: ଛେଦିତ; ୟାହା କଟା ଯାଇ ଅଛି; ଛିନ୍ନ —୧. Cut.
୨: ବାଦ ଦିଆଯାଇଥିବା —୨. Deducted.