କର୍ତ୍ତୁକାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତୁକାମ
ଉଚ୍ଚାରଣ: Kartrukāma

ସଂ. ବିଣ. (ବହୁବ୍ରୀହି; କର୍ତ୍ତୃଂ=କରିବାକୁ+କାମ; ସମାସରେ ଅନୁସ୍ବାରର ଲୋପ; ତୁଳ. ଗନ୍ତୁକାମ) —

(କୌଣସି କର୍ମ) କରିବାକୁ ଇଚ୍ଛୁକ; ଚିକୀର୍ଷୁ —Willing to do a work; bent upon doing a work; ready to do a work.