କର୍ତ୍ତୃତ୍ବାଧୀନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତୃତ୍ବାଧୀନ
ଉଚ୍ଚାରଣ: Karttṛutwādhīna

ସଂ. ବିଣ. (୬: ଷ୍ଠୀ ତତ୍) —

୧: କୌଣସି ବ୍ୟକ୍ତିର ଅଧିକାରର ବଶବର୍ତ୍ତୀ; ଆୟତ୍ତ —୧. Under the control of.

୨: ପରିଚାଳନାର ଅଧୀନ — ୨. Under the management of.

୩: କୌଣସି ବ୍ୟକ୍ତିର ତନଖିବାର ଅଧୀନ — ୩. Under the supervision of.