କର୍ଦ୍ଦମାକ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଦ୍ଦମାକ୍ତ
ଉଚ୍ଚାରଣ: Karddamākta

ସଂ. ବିଣ. (୩: ୟା ତତ୍; କର୍ଦ୍ଦମ+ଅକ୍ତ=ମିଶ୍ରିତ; ଲିପ୍ତ) —

୧: କାଦୁଅ ବୋଳା ହୋଇଥିବା — ୧. Besmeared with mud.

୨: କର୍ଦ୍ଦମ ମିଶ୍ରିତ; କାଦୁଆ — ୨. Mixed with mud; muddy.