କର୍ଦ୍ଦମାକ୍ତ
ଦେଖଣା
କର୍ଦ୍ଦମାକ୍ତ —
ଉଚ୍ଚାରଣ: Karddamākta
ସଂ. ବିଣ. (୩: ୟା ତତ୍; କର୍ଦ୍ଦମ+ଅକ୍ତ=ମିଶ୍ରିତ; ଲିପ୍ତ) —
୧: କାଦୁଅ ବୋଳା ହୋଇଥିବା — ୧. Besmeared with mud.
୨: କର୍ଦ୍ଦମ ମିଶ୍ରିତ; କାଦୁଆ — ୨. Mixed with mud; muddy.