କର୍ଦ୍ଦମାଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଦ୍ଦମାଟକ
ଉଚ୍ଚାରଣ: Karddamāṭaka

ସଂ. ବିଣ. (କର୍ଦ୍ଦମ=ମଇଲା+ଅଟ୍ ଧାତୁ=ଯିବା+ ଅଧିକରଣେ. ଅକ) —

ବିଷ୍ଠାଦି ଯେଉଁ ସ୍ଥାନରେ ପକାନ୍ତି; ଖତଗଦା — Dunghill; a place for heaping nightsoil.