କର୍ଦ୍ଦମାଟକ
ଦେଖଣା
କର୍ଦ୍ଦମାଟକ —
ଉଚ୍ଚାରଣ: Karddamāṭaka
ସଂ. ବିଣ. (କର୍ଦ୍ଦମ=ମଇଲା+ଅଟ୍ ଧାତୁ=ଯିବା+ ଅଧିକରଣେ. ଅକ) —
ବିଷ୍ଠାଦି ଯେଉଁ ସ୍ଥାନରେ ପକାନ୍ତି; ଖତଗଦା — Dunghill; a place for heaping nightsoil.