କର୍ବୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ବୁର
ଉଚ୍ଚାରଣ: Karbura
(କର୍ବୁରୀ—ସ୍ତ୍ରୀ)

ସଂ. ବିଣ (କର୍ବ ଧାତୁ=ଗମନ କରିବା+କର୍ମ. ଉର) —

୧: କପୋତ ପରି ସାଦା ଓ ମାଟିଆ — ୧. Whitish and grey; like the colour of a dove.

୨: ଚିତ୍ରିତ; ବିଚିତ୍ର ବର୍ଣ୍ଣବିଶିଷ୍ଟ; ଏକାଧିକ ବର୍ଣ୍ଣମିଶ୍ରିତ; ଛପଛପିକିଆ —୨. Variegated; multicoloured; rainbow-coloured.

୩: ଟୋପିଟୋପି ଚିତ୍ରିତ; ତିଳତଣ୍ଡୁଳିତ — ୩. Spotted; chequered; mottled.

ସଂ. ବି —

୧: ଚିତ୍ରବର୍ଣ୍ଣ —୧. Variegated colour.

୨: ସ୍ନର୍ଣ୍ଣ —୨. Gold.

୩: ଜଳ —୩. Water.

୪: ପାପ —୪. Sin.

୫: ରାକ୍ଷସ —୫. Demon; imp; goblin; an evil spirit.

୬: (ନାମ) ଦୈତ୍ୟବିଶେଷ — ୬. The name of a demon.

୭: ବର୍ବରୀ; ଦୁଲଦ୍ଭା ଗୁଳ୍ମ — ୭. The Ocimum Gratissimum (plant)

୮: ପାପାତ୍ମା —୮. A sinner.

୯: ଧାତୁରା ଗୁଳ୍ମ —୯. The thorn-apple plant.