କର୍ମକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକାର
ଉଚ୍ଚାରଣ: Karmakāra

ସଂ. ବି. (କର୍ମ+କୃ ଧାତୁ+କର୍ତ୍ତୃ. ଅ) —

୧: କମାର —୧. Blacksmith.

୨: ବୃକ୍ଷ —୨. Bull.

ସଂ. ବିଣ —

୧: ଯେ କର୍ମ କରେ — ୧. Performing or doing.

୨: ଯେ ବେତନ ନେଇ କର୍ମ କରେ — ୨. Serving on a salary.