କର୍ମକୁଶଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକୁଶଳ
ଉଚ୍ଚାରଣ: Karmakuṡaḻa
(କର୍ମକୁଶଳା—ସ୍ତ୍ରୀ)

ସଂ. ବିଣ. ପୁଂ (୭: ମୀ ତତ୍; କର୍ମ+କୁଶଳ) —

କର୍ମଠ; ଚତୁର —Skilled in any business; clever at any kind of work.