କର୍ମକୋଢ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକୋଢ଼ି
ଉଚ୍ଚାରଣ: Karmakoṟḍ̠ẖi
কূড়ে आलसी

ସଂ. ବିଣ. ପୁଂ ଓ ସ୍ତ୍ରୀ —

କାମ କରିବାରେ ଭାରି ଅଳସୁଆ ଓ ଅନିଚ୍ଛୁକ —A slow-coach; an idler.