କର୍ମକ୍ଳାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକ୍ଳାନ୍ତ
ଉଚ୍ଚାରଣ: Karmakḻānta
(କର୍ମକ୍ଳାନ୍ତା—ସ୍ତ୍ରୀ)

ସଂ. ବିଣ. ପୁଂ. (୩: ୟା ତତ୍; କର୍ମ+କ୍ଳାନ୍ତ) —

କାମ କରିବା ଦ୍ବାରା ଅବସାଦପ୍ରାପ୍ତ; କାର୍ଯ୍ୟ କରି ଥକି ଯାଇଥିବା (ବ୍ୟକ୍ତି) — (a person) Done up by excessive work; tired with work.