କର୍ମକ୍ଷମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକ୍ଷମ
ଉଚ୍ଚାରଣ: Karmakshama
(କର୍ମକ୍ଷମା—ସ୍ତ୍ରୀ)

ସଂ. ବି. ପୁଂ (୭: ମୀ ତତ୍; କର୍ମ+କ୍ଷମ) —

କାର୍ଯ୍ୟ କରିବାକୁ କ୍ଷମତାବାନ୍; ପାରଗ — Competant or able to do a work; fit for active work.