କର୍ମଜ
ଦେଖଣା
କର୍ମଜ —
ଉଚ୍ଚାରଣ: Karmaja
ସଂ. ବିଣ. (କର୍ମନ୍+ ଜନ ଧାତୁ+କର୍ତ୍ତୃ. ଅ) —
୧: କର୍ମରୁ ଜାତ; କର୍ମଜନିତ —୧. Resulting from or caused by one's acts or action.
୨: ଭାଗ୍ୟଜନିତ —୨. Due to one's luck.
ସଂ. ବି —
୧: କଳିୟୁଗ —୧. The age of Kaḻi.
୨: ବରଗଛ —୨. The Banian tree.