କର୍ମଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଜ
ଉଚ୍ଚାରଣ: Karmaja

ସଂ. ବିଣ. (କର୍ମନ୍+ ଜନ ଧାତୁ+କର୍ତ୍ତୃ. ଅ) —

୧: କର୍ମରୁ ଜାତ; କର୍ମଜନିତ —୧. Resulting from or caused by one's acts or action.

୨: ଭାଗ୍ୟଜନିତ —୨. Due to one's luck.

ସଂ. ବି —

୧: କଳିୟୁଗ —୧. The age of Kaḻi.

୨: ବରଗଛ —୨. The Banian tree.