କର୍ମଜ୍ଞ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଜ୍ଞ
ଉଚ୍ଚାରଣ: Karmajn̄a
(କର୍ମଜ୍ଞା—ସ୍ତ୍ରୀ)

ସଂ. ବିଣ. ପୁଂ. (କର୍ମନ୍ +ଜ୍ଞା ଧାତୁ+କର୍ତ୍ତୃ. ଅ) —

ଧର୍ମକର୍ମ ବା କର୍ମକାଣ୍ଡ ବିଷୟରେ ଅଭିଜ୍ଞ — Acquainted with or versed in religious rites.