କର୍ମଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଠ
ଉଚ୍ଚାରଣ: Karmaṭha
(କର୍ମଠା—ସ୍ତ୍ରୀ)

ସଂ. ବିଣ. ପୁଂ. (କର୍ମନ୍+କୁଶଳର୍ଥ. ଠ) —

୧: କର୍ମକୁଶଳ; କର୍ମକ୍ଷମ; ପାରଗ — ୧. Capable of work; competent; fit to do a work; skilful.

୨: ଚତୁର —୨. Clever.

୩: ପରିଶ୍ରମୀ —୩. Industrious; active.