କର୍ମଠ
ଦେଖଣା
କର୍ମଠ —
ଉଚ୍ଚାରଣ: Karmaṭha
(କର୍ମଠା—ସ୍ତ୍ରୀ)
ସଂ. ବିଣ. ପୁଂ. (କର୍ମନ୍+କୁଶଳର୍ଥ. ଠ) —
୧: କର୍ମକୁଶଳ; କର୍ମକ୍ଷମ; ପାରଗ — ୧. Capable of work; competent; fit to do a work; skilful.
୨: ଚତୁର —୨. Clever.
୩: ପରିଶ୍ରମୀ —୩. Industrious; active.