କର୍ମଦାତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଦାତା
ଉଚ୍ଚାରଣ: Karmadātā
(କର୍ମଦାତ୍ରୀ—ସ୍ତ୍ରୀ)

ସଂ. ବିଣ. ପୁଂ. (୬: ଷ୍ଠୀ ତତ୍; କର୍ମନ୍+ଦାତୃନ୍;୧: ମା. ୧: ବ) —

ଯେ ଅକର୍ମା ବା ହତଭାଗ୍ୟ ଲୋକର ସୌଭାଗ୍ୟୌଦୟ କରାନ୍ତି —Bestowing good luck on the unlucky.

ଅଟନ୍ତି ଅକର୍ମ କର୍ମଦାତା ଜଗଦୀଶ ପୀତାମ୍ବର. ନୃସିଂହପୁରାଣ