କର୍ମନିଷ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମନିଷ୍ଠ
ଉଚ୍ଚାରଣ: Karmanishṭha
(କର୍ମନିଷ୍ଠା—ସ୍ତ୍ରୀ)

ସଂ. ବିଣ. ,ପୁଂ. (ବହୁବ୍ରୀହି; କର୍ମ+ନିଷ୍ଠା) —

୧: କର୍ମରେ ନିଷ୍ଠାପର ଭାବରେ ପ୍ରବୃତ୍ତ (ବ୍ୟକ୍ତି) —୧. Engaged with devotion in active duties.

୨: କର୍ମଣ୍ୟ; ବେଦୋକ୍ତ କର୍ମକାଣ୍ଡରେ ପ୍ରବୃତ୍ତି — ୨. Engaged in duly performing the Vedic rites and ceremonies.

୩: କୌଣସି କାର୍ୟ୍ୟରେ ବ୍ରତୀ — ୩. Tenaciously pursuing a course of action.