କର୍ମବୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବୀର
ଉଚ୍ଚାରଣ: Karmabīra

ସଂ. ବିଣ. ପୁଂ. (୭: ମୀ ତତ୍; କର୍ମ+ବୀର) —

ୟାହାର ଜୀବନ କର୍ମମୟ —Having a life of action.