କର୍ମମୂଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମମୂଳ
ଉଚ୍ଚାରଣ: Karmamūḻa

ସଂ. ବି. (ବହୁବ୍ରୀହି; କିମ୍ବା୬: ଷ୍ଠୀ ତତ୍; କର୍ମନ୍+ମୂଳ; ଏହା ବୈଦିକ କର୍ମାନୁଷ୍ଠାରେ ଲୋଡ଼ା ହେଉଥିବାରୁ)

କୁଶ —The Kusa grass.

ସଂ. ବିଣ. —

କର୍ମ ୟହିଁର ମୂଳ; କର୍ମମୂଳକ — Based on action.