କର୍ମଯୋଗୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଯୋଗୀ
ଉଚ୍ଚାରଣ: Karmaj̄ogā

ସଂ. ବିଣ. ପୁଂ. (କର୍ମଯୋଗ+ଅଛି ଅର୍ଥରେ. ଇନ୍, ୧: ମା.୧: ବ.) —

୧: ବୈଦିକ କର୍ମାଚରଣରେ ନିଯୁକ୍ତ; ଈଶ୍ବରପ୍ରାପ୍ତି ନିମିତ୍ତ ଧ୍ୟନଧାରଣାଦି ତପସ୍ୟାରେ ପ୍ରବୃତ୍ତ — ୧. Engaged in works of devotion for spiritual ends.

୨: କାର୍ୟ୍ୟକୁଶଳ; କର୍ମଠ —୨. Active.