କର୍ମାତ୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମାତ୍ମ
ଉଚ୍ଚାରଣ: Karmātma

ସଂ. ବିଣ. (ବହୁବ୍ରୀହି; କର୍ମ+ଆତ୍ମନ୍; ୧: ମା.୧: ବ) —

୧: କର୍ମ କରିବାରେ ଅଭ୍ୟସ୍ତ — ୧. One's whose character is action.

୨: କର୍ମରେ ତତ୍ପର —୨. Active.

୩: କର୍ମସାଧନରେ ଦୃଢନୀତିର ବଶବର୍ତ୍ତୀ — ୩. Following fixed principles of action.