କର ଯୋଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର ଯୋଡ଼ିବା
ଉଚ୍ଚାରଣ: Kara j̄oṟḍ̠ibā
করজুড়া हातयोड़ना

ଦେ. କ୍ରି (ସଂ. କର+ୟୁଜ ଧାତୁ) —

୧: ନମସ୍କାର କରିବା —୧. To bow down; to salute.

ଦେବ ପ୍ରସାଦ ମତି, ଜନମିବାରୁ ନିତି ବଲ୍ଲୀକ ଦେଖି କର ଯୋଡ଼ିଲିରେ —କବିସୂର୍ଯ୍ୟ. ସଂଗୀତ

୨: ଦୁଇ ହାତ ମିଳିତ କରିବା — ୨. To fold both the hands.