କଲମବନ୍ଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମବନ୍ଦ୍
ଉଚ୍ଚାରଣ: Kalamaband
কলমবন্দ कलमबन्द

ବୈଦେ. (ଫା) ବି (କଚିରିଆ ଭାଷା) —

କୈଣସି ମୌଖିକ ବିଷୟକୁ ଲେଖି ପକାଇବା; ଲିପିବଦ୍ଧ କରିବା — Reducing an oral statement into writing.

ମୁନସୀ ଚକ୍ରଧର ଦାସ ବନ୍ଦା ଡାହାଣ ପାଖରେ ବସି ରୋଜନା ଡ଼ାଇରୀ କଲମବନ୍ଦ କରୁଥିବା ହାଲତ—ଫକିରମୋହନ. ଛମାଣଆଠଗୁଣ୍ଠ

ବିଣ. —

(ମୌଖିକ୍ କଥା) ଲେଖା ହେବା; ଲିପିବଦ୍ଧ — (oral statement) Reduced to writing.