କଲମିଡୋଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମିଡୋଲ୍
ଉଚ୍ଚାରଣ: kalamiḍol
কলমীপাল कलमीडोल

ଦେ. ବି (ଜାହାଜିଆ ଭାଷା) —

ଜାହାଜରେ ବ୍ୟବହ଼ୃତ ଲମ୍ବା ପାଲବିଶେଷ —A kind of narrow and long sail used in ships.

ପଛକୁ କଲମିଡୋଲ ଆଉ ବରଗାମାନ ଟେକି ଦେଇ ଶେଡ଼ ଗୁଡାଇ ଠିକ କରି ରଖି ଦେଇଅଛନ୍ତି ଫକୀରମେହନ. ଗଳ୍ପସ୍ବଳ୍ପ