କଲମି ଇଜାହାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମି ଇଜାହାର୍
ଉଚ୍ଚାରଣ: Kalami ijāhār
কলমী এ়জহার कलमि इजहार

ବୈଦେ. ବି. (ଆ. କଲ୍ମୀ+ଇଜ୍ହାର୍)— (କଚିରିଆ ଶବ୍ଦ) —

ମାଜିଷ୍ଟ୍ରେଟଙ୍କ କୋର୍ଟରେ ମୁଦେଇ ଫଉଜ୍ଦାରି ଦାରଖାସ୍ତ ଦାଖଲ କରିବା ପରେ ତାହାଠାରୁ ଯେଉଁ ହଲ୍ପାନ୍ ଜବାନ୍ବନ୍ଦି ଗ୍ରହଣ କରି ମାଜିଷ୍ଟ୍ରେଟ୍ ସେ ଦରଖାସ୍ତ ପଛରେ ତାହା ଲିପିବଦ୍ଧ କରି ସେଥିରେ ତାହାର ଦସ୍ତଖତ୍ ନିଅନ୍ତ —A preliminary statement made on oath by the complainant and recorded by the magistrate immediately on the filing of a petition of complaint.