କଲାବିଟ୍ବିଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲାବିଟ୍ବିଟ୍
ଉଚ୍ଚାରଣ: Kalābiṭbiṭ

ପ୍ରାଦେ. (ସମ୍ବଲପୁର) ବିଣ —

ଘୋର କୃଷ୍ଣବର୍ଣ୍ଣ; କଳା କଟକଟ; ତ୍ରିପଣ୍ଡ କଳା — black; deep black.