କଲିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲିଆ
ଉଚ୍ଚାରଣ: Kaliā
कलिबाला

ଦେ. ବିଣ —

କଲିଯୁକ୍ତ; କ୍ରମଶଃ ସୂକ୍ଷ୍ମ ହୋଇ ନିମ୍ନକୁ ଝୁଲିଥିବା — With parts hanging down and tapering to a point.

ପ୍ରାଦେ. (ସମ୍ବଲପୁର) ବିଣ —

କାଳିଆ; କୃଷ୍ଣବର୍ଣ୍ଣବିଶିଷ୍ଟ — Of black colour.