କଲିଆ ଟର୍ଟର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲିଆ ଟର୍ଟର୍
ଉଚ୍ଚାରଣ: Kaliā ṭarṭar

ପ୍ରାଦେ. (ସମ୍ବଲପୁର) —

ତ୍ରିପଣ୍ଡ କଳା; ଘୋର କୃଷ୍ଣବର୍ଣ୍ଣବିଶିଷ୍ଟ; କଳା— କଟ କଟ —Very black.

ଦିଶୁ ଥାଇସି କଲିଆ ଟର୍ଟର୍, ପିନ୍ଧି ଥାଇସି ହଳଦିଆ ଗରଗଚ୍—ଗୀତା