କଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍
ଉଚ୍ଚାରଣ: Kal

ପ୍ରାଦେ. (ସମ୍ବଲପୁର) ବି —

୧: କଳ; ଯନ୍ତ୍ର — ୧. Machine; engine.

୨: ଚକି —୨. Grinding mill.

୩: କୌଶଳ —୩. Artifice; stratagem.

୪: କପଟ —୪. Fraud; deception; hypocrisy.

ବୈଦେ. ବି (ଇଂ. କଲ୍ଲ୍) —

୧: ମଳୁକୁ ଦେଖିବାକୁ ଡ଼ାକ୍ତରଙ୍କୁ ଡ଼ାକରା —୧. A eall given to a doctor to visit a patient.

୨: କୋର୍ଟରେ ମୋକଦ୍ଦମା ଚଳାଇବା ପାଇଁ ପକ୍ଷକୁ ଡ଼ାକରା — ୨. A call to a party in a case.

୩: ମକଦ୍ଦମା ଚଳାଇବା ପାଇଁ ପକ୍ଷ ତରଫରୁ ଓକିଲଙ୍କୁ ନିମନ୍ତ୍ରଣ —୩. A call given by a client to a legal practitioner to conduct a case.