କଲ୍ଲା
ଦେଖଣା
କଲ୍ଲା —
ଉଚ୍ଚାରଣ: Kallā
ପ୍ରାଦେ. (ମେଦିନୀପୁର; ତୁଳ ବଙ୍ଗଳା, କଲ୍ଲ କରା ମନ୍ଦାର୍ଥକ— —ବାହାନା କରିବା) —
ଆଳ; ବାହାନା — Pretext; feigning.
କଲ୍ଲା —
ଉଚ୍ଚାରଣ: Kallā
ପ୍ରାଦେ. (ମେଦିନୀପୁର; ତୁଳ ବଙ୍ଗଳା, କଲ୍ଲ କରା ମନ୍ଦାର୍ଥକ— —ବାହାନା କରିବା) —
ଆଳ; ବାହାନା — Pretext; feigning.