କଲ୍ଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ଲା
ଉଚ୍ଚାରଣ: Kallā

ପ୍ରାଦେ. (ମେଦିନୀପୁର; ତୁଳ ବଙ୍ଗଳା, କଲ୍ଲ କରା ମନ୍ଦାର୍ଥକ— —ବାହାନା କରିବା) —

ଆଳ; ବାହାନା — Pretext; feigning.