କଳଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଚି
ଉଚ୍ଚାରଣ: Kaḻachi

ପ୍ରାଦେ. (ଗଡ଼ଜାତ) ବି —

୧: ଧାନକୁଟା ହେଲାବେଳେ ଗୋଟାଚାଉଳ ନ ବାହାରି ଗୁଣ୍ଡ ହୋଇଯିବା ଅବସ୍ଥା — ୧. The state of rice becoming powdered instead of coming out whole after husking.

୨: କୁଳୁଚି (ଦେଖ) —୨. Kuḻuchi (See)