କଳହକାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳହକାରୀ
ଉଚ୍ଚାରଣ: Kaḻahakārī
(କଳହପ୍ରିୟା—ସ୍ତ୍ରୀ)

ସଂ. ବିଣ. ପୁଂ (କଳହ+କୃ ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ.) —

କଳିହୁଡ଼ା; କଳିହା; ଯେ କଳି କରେ — Quarrelsome; querulous; fractious.