କଳାକାର୍ତ୍ତିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାକାର୍ତ୍ତିକା
ଉଚ୍ଚାରଣ: Kaḻākārttikā

ଦେ. ବି. —

ଏକଜାତୀୟ ଶାରଦ ଧାନ — A kind of winter-paddy.

ପ୍ରାଦେ. (ଗଡ଼ଜାତ) ବି. —

ଆସନ (କାଠ) (ଦେଖ) Asana (wood) (See)