କଳାବଙ୍ଗଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବଙ୍ଗଳା
ଉଚ୍ଚାରଣ: Kaḻābaṅgaḻā

ଦେ. ବି. (ପାନବରଜୀଙ୍କ ଭାଷା) —

ଏକ ଜାତୀୟ ଗାଢ଼ ସବୁଜ ବର୍ଣ୍ଣର ପାନ — A kind of deep-green betal-leaf.

[ଦ୍ର—ଏ ପାନର ବର୍ଣ୍ଣ ଗାଢ଼ ସବୁଜ ଏଥିର ମଝିରେ ଟିପିଟିପି ଧଳା ଦାଗ ଥାଏ ସମ୍ଭବତଃ ଏ ପାନ ବଙ୍ଗଦେଶରୁ ଓଡ଼ିଶାରେ ପ୍ରବର୍ତ୍ତିତ ହୋଇଥିଲା ]