କଳାବେଠିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବେଠିଆ
ଉଚ୍ଚାରଣ: Kaḻābeṭhiā

ପ୍ରାଦେ. (ପୁରୀ) ବି. (ସଂ. କାଳ+ପୃଷ୍ଠ; ଏମାନେ କୃଷ୍ଣବର୍ଣ୍ଣ ଥିବାରୁ ଓ ଏମାନେ ଅନାବୃତ ଦେହରେ ରଥଟାଣିବା ବେଳେ ଏମାନଙ୍କର କଳାପିଠି ଦେଖାୟାଉ ଥିବାରୁ ଏହି ନାମ) —

ପୁରୀ ଜଗନ୍ନାଥଙ୍କ ରଥ ଟାଣିବା ନିମନ୍ତେ ନିଯୁକ୍ତ ପୁରୀରେ ବହୁକାଳରୁ ରହିଥିବା ଶବର ଜାତିବିଶେଷ —A caste of Ṡabaras who have long settled in Puri and who are employed in dragging the cars during the Car festival.