Jump to content

କଳାହାଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାହାଣ୍ଡି
ଉଚ୍ଚାରଣ: Kaḻāhāṇḍi
কালাহাঁন্ডি

ଦେ. ବି —

୧: ପାକାଦି କାର୍ୟ୍ୟରେ ଯେଉଁ ହାଣ୍ଡିକୁ ଚୁଲି— ଉପରେ ବସାଇଥିବା ଯୋଗୁଁ ତହିଁର ପିଠିରେ କଳାର ସ୍ତର ପଡ଼ିଥାଏ —୧. A cooking pot on which a layer of soot has set owing to its having been set over fire.

୨: ଓଡ଼ିଶାର ପ୍ରଥମ ଶ୍ରେଣୀର ଗଡ଼ଜାତବିଶେଷ — ୨. Name of a feudatory state of the ୧st group in Orissa.

[ଦ୍ର—ଏହା ପୂର୍ବେ ମଧ୍ୟପ୍ରଦେଶର ଛତିଶ ଗଡ଼ଜାତ ଅନ୍ତର୍ଭୂକ୍ତ ଥିଲା, କିନ୍ତୁ ୧୯୫: ସାଲରୁ ଏହା ଓଡ଼ିଶାର ଗଡ଼ଜାତ ଅର୍ନ୍ତଭୂକ୍ତ ହୋଇ ଗଡ଼ଜାତମାନଙ୍କର ପ୍ରଥମ ପ଼ୁଞ୍ଜରେ ପାଟନା, ସୋନପୁର, ବାମଣ୍ଡା ଓ ରେଢାଖୋଲ ସଙ୍ଗେ ଶ୍ରେଣୀବଦ୍ଦ କରାଯାଇଅଛି ଏହି ରାଜ୍ୟ ଗଞାମର ପଶ୍ଚିମରେ ଓ ପାଟଣା ରାଜ୍ୟର ପୂର୍ବରେ ଅବସ୍ଥିତ ପୂର୍ବେ ଏହା ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଥିଲା କଳିଙ୍ଗର ଗଙ୍ଗବଂଶୀୟ କେହି ରାଜା ଏ ରାଜ୍ୟ ଜୟ କରି ସେଠାରେ ରାଜତ୍ନ କରିଥିଲେ ଗଙ୍ଗବଂଶର ରାଜାମାନେ ଏ ରାଜ୍ୟରେ ୧୮: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ନ କରି ଶେଷ ରାଜା ଅପୁତ୍ରିକ ହେବାରୁ ଉତ୍ତରାଞ୍ଚଳବାସୀ ଜଣେ ରାଜପୁତ୍ରଙ୍କୁ ଘରଜୋଇଁଆ କରି ରଖିଥିଲେ ଓ ସେ ଏଠାର ରାଜା ହେଲେ କଳାହାଣ୍ଡି ଅଧୀନରେ ୧୮: ଜଣ ସାମନ୍ତରାଜା ଥିଲେ କୃପାସିନ୍ଧୁ— ଇତିହାସ]

୩: ଓଡ଼ିଶାର ଗଡ଼ଜାତ କଳାହାଣ୍ଡିରେ କଥିତ ଓଡ଼ିଆଭାଷା — ୩. The form of Oriya language spoken in the Kaḻāhānḍi feudatory state.