କଳା ଖୁରାଣ୍ଟି
ଦେଖଣା
କଳା ଖୁରାଣ୍ଟି —
ଉଚ୍ଚାରଣ: Kaḻā khurāṇṭi
ପ୍ରାଦେ. (ପୁରୀ; ଚିଲିକା ଅଞ୍ଚଳ) —
ଏକପ୍ରକାର ଚିଲିକା— ମାଛ —A kind of fish found in the Chilika lake in the Puri district.
[ଦ୍ର—ଏହା ଦୀର୍ଘରେ ଏକ ହାତ ପର୍ଯ୍ୟନ୍ତ ବଢ଼େ; ଏହା କାତି— ଯୁକ୍ତ ଓ ଏହାର ପିଠି କଳା]