କଳା ଖୁରାଣ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳା ଖୁରାଣ୍ଟି
ଉଚ୍ଚାରଣ: Kaḻā khurāṇṭi

ପ୍ରାଦେ. (ପୁରୀ; ଚିଲିକା ଅଞ୍ଚଳ) —

ଏକପ୍ରକାର ଚିଲିକା— ମାଛ —A kind of fish found in the Chilika lake in the Puri district.

[ଦ୍ର—ଏହା ଦୀର୍ଘରେ ଏକ ହାତ ପର୍ଯ୍ୟନ୍ତ ବଢ଼େ; ଏହା କାତି— ଯୁକ୍ତ ଓ ଏହାର ପିଠି କଳା]