କଳା ବୁଢ଼ିଆଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳା ବୁଢ଼ିଆଣୀ
ଉଚ୍ଚାରଣ: Kaḻā buṟdtodline;ẖiāṇī

ପ୍ରାଦେ. (ଗଡ଼ଜାତ) ବି —

ପକ୍ଷୀବିଶେଷ — A kind of bird.

[ଦ୍ର—ଏ ପକ୍ଷୀ କଳା ରଙ୍ଗର ଶାଗୁଣା ପରି ଏ ପର୍ବତ ଉପରେ ବହୁ ଉଚ୍ଚ ଗଛରେ ବସା ବାନ୍ଧି ପିଲା କରେ ଏ ପକ୍ଷୀ ଦେଢ଼ ଫୁଟ ଉଚ୍ଚ ଏହାର ବେକ ଲମ୍ବ ଏବଂ ଗୋଡ଼ ମୋଟ ଓ ଡେଙ୍ଗା ପ୍ରବାଦ ଅଛି ଯେ ରାତି ଅଧରେ କଳା ବୁଢ଼ିଆଣୀ ବସା ବାନ୍ଧି— ଥିବା ଗଛ ମୂଳରୁ ଟିକିଏ ମାଟି ଆଣିଲା ବେଳେ ଯେବେ ସେ ପକ୍ଷୀ ନ ବୋବାଏ ତେବେ ସେହି ମାଟି ଡ଼େଉଁରିଆରେ ପୁରାଇ ପିନ୍ଧି ଚୋରି କରିବାକୁ ଯିବା ବ୍ୟକ୍ତିକୁ କେହି ଧରି ପାରନ୍ତି ନାହିଁ]