କଳେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳେଇ
ଉଚ୍ଚାରଣ: Kaḻei

ଦେ. ବି —

କଳାଇ (ଦେଖ) Kaḻāi (See)

ଖଳା ଅଗଣାରେ କଳେଇ ଗଦାର ଆମୋଦ ସଙ୍ଗତେ ମିଶି ରାଧାନାଥ. ପାର୍ବତୀ

(କଳିଆ—ପୁଂ)

ଦେ. ବିଣ. ସ୍ତ୍ରୀ —

କଳହପ୍ରିୟା (ସ୍ତ୍ରୀ) — Quarrelsome (women)

ପ୍ରାଦେ. (ଗଡ଼ଜାତ) ବି —

ଝଡ଼ିପୋକ — Ants with their wings developed in the rainy season.