କଳେବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳେବର
ଉଚ୍ଚାରଣ: Kaḻebara

ସଂ. ବି. (କଳେ=ବୀର୍ୟ୍ୟରେ; ଶୁକ୍ରରେ+ବର=ଶ୍ରେଷ୍ଠ; କିମ୍ବା କଳ ଧାତୁ=ଆଦର କରିବା+କର୍ମ. ଏବର; ୟାହାକୁ ଆଦର କରାଯାଏ) —

୧: ଦେହ; ଶରୀର; ଗାତ୍ର —୧. Body.

୨: ଆକୃତି; ଆକାର — ୨. Size; dimension; bulk.

୩: ଦେବତାଙ୍କ ବିଗ୍ରହ — ୩. The image of a Deity.

[ଦ୍ର—ବାର ବର୍ଷରେ ଥରେ ପୁରୀ ଜଗନ୍ନାଥଙ୍କ କଳେବର ବଦଳା ଯାଇ ନବକଳେବର ହୁଏ]